We a good story
Quick delivery in the UK

କହିବାର ଯାହାଥିଲା

About କହିବାର ଯାହାଥିଲା

About the Book: କହିବାର ଯାହା ଥାଏ ସବୁ କଥା କହି ହୁଏନା । ପିଲା ବେଳଠୁ ଏଯାବତ୍ ଅନେକ ନ କହିପାରିଥିବା କଥା କବି ତାଙ୍କର ଏହି ଦ୍ଵିତୀୟ କବିତା ସଙ୍କଳନରେ ଆବଦ୍ଧ କରିବାକୁ ଚେଷ୍ଟା କରିଛନ୍ତି। ବାସ୍ତବତାକୁ ସାମ୍ନା କରି ସାହସ କରି ମନ କଥା କହିଦେଲେ ହେଲା, କହିବାର ଯାହା ଥିଲା। ଜୀବନର, ସମାଜର ବିଭିନ୍ନ ଦିଗକୁ ଅଭିଜ୍ଞତାକୁ ପରିପ୍ରକାଶ କରୁଥିବା ଏକ ମିଶ୍ରିତ,ମନୋଜ୍ଞ, ସୁଖପାଠ୍ୟ ଏହି କବିତା ସଙ୍କଳନ। ଆଶା ପାଠକୀୟ ସ୍ୱୀକୃତି ଲାଭ କରିବ।

Show more
  • Language:
  • Oriya
  • ISBN:
  • 9788196414078
  • Binding:
  • Paperback
  • Pages:
  • 160
  • Published:
  • August 1, 2023
  • Dimensions:
  • 133x9x203 mm.
  • Weight:
  • 191 g.
Delivery: 1-2 weeks
Expected delivery: July 20, 2024

Description of କହିବାର ଯାହାଥିଲା

About the Book: କହିବାର ଯାହା ଥାଏ ସବୁ କଥା କହି ହୁଏନା । ପିଲା ବେଳଠୁ ଏଯାବତ୍ ଅନେକ ନ କହିପାରିଥିବା କଥା କବି ତାଙ୍କର ଏହି ଦ୍ଵିତୀୟ କବିତା ସଙ୍କଳନରେ ଆବଦ୍ଧ କରିବାକୁ ଚେଷ୍ଟା କରିଛନ୍ତି। ବାସ୍ତବତାକୁ ସାମ୍ନା କରି ସାହସ କରି ମନ କଥା କହିଦେଲେ ହେଲା, କହିବାର ଯାହା ଥିଲା। ଜୀବନର, ସମାଜର ବିଭିନ୍ନ ଦିଗକୁ ଅଭିଜ୍ଞତାକୁ ପରିପ୍ରକାଶ କରୁଥିବା ଏକ ମିଶ୍ରିତ,ମନୋଜ୍ଞ, ସୁଖପାଠ୍ୟ ଏହି କବିତା ସଙ୍କଳନ। ଆଶା ପାଠକୀୟ ସ୍ୱୀକୃତି ଲାଭ କରିବ।

User ratings of କହିବାର ଯାହାଥିଲା



Find similar books
The book କହିବାର ଯାହାଥିଲା can be found in the following categories:

Join thousands of book lovers

Sign up to our newsletter and receive discounts and inspiration for your next reading experience.